https://or.wikipedia.org/wiki/Satyameba_Jayate_(Odia_Film)
| ସତ୍ୟମେବ ଜୟତେ | |
|---|---|
| ନିର୍ଦ୍ଦେଶକ | ବସନ୍ତ ସାହୁ |
| ପ୍ରଯୋଜକ | ବିରଞ୍ଚି ନାରାୟଣ ପଣ୍ଡା |
| ସଂଳାପ | ରଣଜିତ ପଟ୍ଟନାୟକ |
| ଚିତ୍ରନାଟ୍ୟ | ବସନ୍ତ ସାହୁ |
| କାହାଣୀ | ବିରଞ୍ଚି ନାରାୟଣ ପଣ୍ଡା |
| କଳାକାର | ଆକାଶ ଦାସନାୟକ ସୋନାଲି ଚକ୍ରବର୍ତ୍ତୀ ବିଜୟ ମହାନ୍ତି କୁନା ତ୍ରିପାଠୀ ଜର୍ଜ ତିଆଡ଼ି ସୁରେଶ ବଳ ଅନିତା ଦାସ ଜ୍ଞାନ ହୋତା ହରିହର ମହାପାତ୍ର |
| ସଙ୍ଗୀତ | ସ୍ୱରୂପ ନାୟକ |
| ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
| ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୨୦୦୮ |
କଥାଚିତ୍ରର ସମୟ | ୧୫୮ ମିନିଟ |
| ଦେଶ | |
| ଭାଷା | ଓଡ଼ିଆ |
ସତ୍ୟମେବ ଜୟତେ, ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିରଞ୍ଚି ନାରାୟଣ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୨] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସ ନାୟକ ଓ ସୋନାଲି ଚକ୍ରବର୍ତ୍ତୀ । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜର୍ଜ ତିଆଡ଼ି, ସୁରେଶ ବଳ, ଅନିତା ଦାସ, ଜ୍ଞାନ ହୋତା, ହରିହର ମହାପାତ୍ର, ଭାଗ୍ୟଶ୍ରୀ ଭୂୟାଁ, ସୁନୀତା ଦାସ, ହାଡ଼ୁ, ହର ରଥ, ଅକ୍ଷୟ ବସ୍ତିଆ, ରୂପଶ୍ରୀ ରଥ, ସାନୁ ରଥ, ରବି ମିଶ୍ର, ସାଗରିକା ପଣ୍ଡା, ନୀଳମଣି, ପ୍ରସନ୍ନ ପାତ୍ର, ନିରଞ୍ଜନ ଦାସ, ସୁର ମହାରଣା, ଅମର ବାନାର୍ଜୀ, ଧୀର ବାସା, ବାବୁ ପ୍ରଧାନ, ବୁଲେଟ ମହାନ୍ତି, ଦେବୁ ବୋଷ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ବିଷୟସୂଚୀ
- ୧ ଅଭିନୟ
- ୨ କାହାଣୀ
- ୩ ଗୀତ ଏବଂ ସଙ୍ଗୀତ
- ୩.୧ ଗୀତ
- ୪ ଆଧାର
- ୫ ବାହାର ଆଧାର
ଅଭିନୟ[ସମ୍ପାଦନା]
- ଆକାଶ ଦାସନାୟକ
- ସୋନାଲି ଚକ୍ରବର୍ତ୍ତୀ
- ବିଜୟ ମହାନ୍ତି
- କୁନା ତ୍ରିପାଠୀ
- ଜର୍ଜ ତିଆଡ଼ି
- ସୁରେଶ ବଳ
- ଅନିତା ଦାସ
- ଜ୍ଞାନ ହୋତା
- ହରିହର ମହାପାତ୍ର
- ଭାଗ୍ୟଶ୍ରୀ ଭୂୟାଁ
- ସୁନୀତା ଦାସ
- ହାଡ଼ୁ
- ହର ରଥ
- ଅକ୍ଷୟ ବସ୍ତିଆ
- ରୂପଶ୍ରୀ ରଥ
- ସାନୁ ରଥ
- ରବି ମିଶ୍ର
- ସାଗରିକା ପଣ୍ଡା
- ନୀଳମଣି
- ପ୍ରସନ୍ନ ପାତ୍ର
- ନିରଞ୍ଜନ ଦାସ
- ସୁର ମହାରଣା
- ଅମର ବାନାର୍ଜୀ
- ଧୀର ବାସା
- ବାବୁ ପ୍ରଧାନ
- ବୁଲେଟ ମହାନ୍ତି
- ଦେବୁ ବୋଷ
- ସଲିଲ ମିତ୍ର
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । କୁମାର ବାପି, ଜ୍ଞାନ ହୋତା, ତପୁ ମିଶ୍ର, ମୀରା ମିଶ୍ର, ଆଶୀର୍ବାଦ ମୁଦୁଲି, ସ୍ୱରୂପ ନାୟକ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାଏ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
| କ୍ରମ | ଗୀତ | ସମୟ |
|---|
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ସମାଜ (ରବିବାର) (in Odia). Odisha. 30 September 2018. p. 8 http://www.webcitation.org/72tXDGb9i. Archived from the original on 3 October 2018. Retrieved 3 October 2018. Missing or empty
|title=(help)CS1 maint: Unrecognized language (link) - ↑ "ଫେରୁଛନ୍ତି ବିରଂଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.CS1 maint: Unrecognized language (link)
ବାହାର ଆଧାର[ସମ୍ପାଦନା]
- ସତ୍ୟମେବ ଜୟତେ ଇଣ୍ଟରନେଟ ମୁଭି ଡାଟାବେସରେ